ବହୁ ଚର୍ଚ୍ଚିତ ରାମଚନ୍ଦ୍ର ହତ୍ୟା ଘଟଣାର ପର୍ଦାଫାଶ: ୨ ଗିରଫ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ବହୁ ଚର୍ଚ୍ଚିତ ରାମଗିରି ଥାନା କଡ଼ମାସିଂ ଗାଁର ରାମଚନ୍ଦ୍ର ନାୟକ (୩୫)ଙ୍କ ହତ୍ୟା ଘଟଣା ମାମଲାର ପର୍ଦାଫାଶ ହୋଇଛି।

Read more

Advertisement

ଏବେ ଏବେ