ନବନିର୍ମାଣ କୃଷକ ସଂଗଠନର ଓଡିଆ ନବବର୍ଷ ପାଳିତ

ନାଉଗାଁ : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକସ୍ଥିତ ଆଶ୍ରା ଜରାଶ୍ରମ ପରିସରରେ ନବ ନିର୍ମାଣ କୃଷକ ସଂଗଠନର ନାଉଗାଁ ଶାଖା ପକ୍ଷରୁ ଓଡିଆ ନବବର୍ଷ ପାଳିତ ହୋଇଯାଇଛି।

Read more

Advertisement

ଏବେ ଏବେ