ମୌଳାଭଞ୍ଜା ଗ୍ରାମ ରାମାୟଣ ନାଟକ ମଞ୍ଚ ରେ ନଗ୍ନଦୃଶ୍ୟ ପରିବେଷଣ ଘଟଣା : ଥାନରେ ଲିଖିତ ଅଭିଯୋଗ କଲା ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘ
ଦିଗପହଣ୍ଡି ,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଥାନା ଅନ୍ତର୍ଗତ ମୌଳାଭଞ୍ଜା ଗ୍ରାମରେ ପରିବେଷଣ ହେଉଥିବା ରାମାୟଣ ନାଟକରେ ଅଶ୍ଳୀଳ ପରମ୍ପରା ସମ୍ପର୍କିତ ଖବର ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ
Read more


