ଦୁଇ କାର ମୁହାଁମୁହିଁ, ଜଣେ ମୃତ ଓ ଦୁଇ ଆହତ

କେନ୍ଦ୍ରାପଡ଼ା(ଚିତ୍ତରଞ୍ଜଦ ଦାଶ) : ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।

Read more

Advertisement

ଏବେ ଏବେ