ପ୍ରେମ ପାଇଁ ଅକଥନୀୟ ଯନ୍ତ୍ରଣା ଘଟଣା: ପ୍ରଶାସନିକ ତଦନ୍ତ ଆରମ୍ଭ, ଲଙ୍ଗଳ ଜୁଆଳି ଜବତ ଓ ୬ରୁ ଅଧକ ଲୋକଙ୍କ ନାମରେ ମାମଲା
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ)ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ କଞ୍ଜାମଯୋଡି ଗ୍ରାମରେ ପ୍ରେମୀ ଯୁଗଳଙ୍କୁ ବଳଦ କରି ଜମି ଚାଷ କରେଇବା ଏବଂ ବେତ୍ରାଘାତ କରିବା
Read more


