ମା ବିଶ୍ୱତାରିଣୀଙ୍କ ମନ୍ଦିରରେ ଚଇତି ପର୍ବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଳକ ଛେନାପଦି ଛକ ସ୍ଥିତ ମା’ ବିଶ୍ୱତାରିଣୀଙ୍କ ମନ୍ଦିରରେ ମହାବିଷ୍ଣୁବ ସଂକ୍ରାନ୍ତି ଅବସରରେ ଆସନ୍ତା ୧୩ତାରିଖରୁ ପ୍ରସିଦ୍ଧ ଚଇତି ପର୍ବ ଅନୁଷ୍ଠିତ ହେବ।

Read more

Advertisement

ଏବେ ଏବେ