ଜଳସେଚନ ରାସ୍ତାକୁ ହାଣିଲା ଜନସ୍ୱାସ୍ଥ୍ୟ ବିଭାଗ: ଯାତାୟତ ବାଧାପ୍ରାପ୍ତ
କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡା ଜଳସେଚନ ବିଭାଗ ରାସ୍ତାକୁ ହାଣିଦେଇଛି କେନ୍ଦ୍ରାପଡା ଜନସ୍ୱାସ୍ଥ୍ୟ ବିଭାଗ। କେନ୍ଦ୍ରାପଡା କେନାଲର କାକଟ ଠାରୁ ଦାନପୁର କେନାଲବନ୍ଧ ରାସ୍ତାର ଶ୍ୟାମସୁନ୍ଦରପୁର କେନାଲ
Read more