ଅବସରପ୍ରାପ୍ତ ବନରକ୍ଷୀ ସୁବାଷ ଗମାଙ୍ଗଙ୍କ ପରଲୋକ

ଗୁଣପୁର,(ୱାଇଏନଏସ): ପଦ୍ମପୁର ବ୍ଲକ ଅନ୍ତର୍ଗତ ଖମାପଦର ଗାଁର କମ୍ୟୁନିଷ୍ଟ ନେତା ସ୍ଵର୍ଗତଃ ପୂର୍ଣ୍ଣ ଚନ୍ଦ୍ର ଗମାଙ୍ଗଙ୍କ ପୁଅ ଅବସରପ୍ରାପ୍ତ ବନରକ୍ଷୀ ସୁବାଷ ଚନ୍ଦ୍ର ଗମାଙ୍ଗଙ୍କର ଦେହାନ୍ତ ଘଟିଛି।

Read more

Advertisement

ଏବେ ଏବେ