ରାଜସ୍ବ ନିରୀକ୍ଷକ ପଦୋନ୍ନତି ନିର୍ଦ୍ଦେଶ ଓଡ଼ିଶା ହାଇକୋର୍ଟରେ ରଦ୍ଦ

କଟକ, (ଓ୍ବାଇଏନଏସ): ବରିଷ୍ଠତାକୁ ଅଣଦେଖା କରି ରାଜସ୍ବ ନିରୀକ୍ଷକ(ଆରଆଇ) ପଦକୁ ପଦୋନ୍ନତି ପ୍ରଦାନ କରାଯାଇଥିବା ଅଭିଯୋଗକୁ ‌ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

Read more

Advertisement

ଏବେ ଏବେ