‘ମା ପାଇଁ ଗଛଟିଏ’ ଅଭିଯାନରେ ବିଭିନ୍ନ ପଂଚାୟତରେ ଚାରାରୋପଣ

ନାଉଗାଁ,(ଓ୍ବାଇଏନଏସ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଅବସରରେ ‘ମା ପାଇଁ ଗଛଟିଏ’ ଅଭିଯାନରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ୧୬ଟି ପଂଚାୟତରେ ଚାରାରୋପଣ କରାଯାଇଛି।

Read more

Advertisement

ଏବେ ଏବେ