ଶ୍ରୀ ଶ୍ରୀ ବଳଦେବଜୀଉ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝରପୁରୁଣାସହରସ୍ଥିତହାଟପଡିଆଠାରେ ଅଙ୍କୁଶ କ୍ଲବ ତରଫରୁ ରଙ୍ଗାରଙ୍ଗ ପରିବେଶ ଓ ଆତସବାଜିରେ ଚତୁର୍ଦଶ ଶ୍ରୀ ଶ୍ରୀ ବଳଦେବଜୀଉ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଂଟ ଗୁରୁବାର ସଂଧ୍ୟାରେ ଉଦଘାଟିତ
Read more