ଜଳପୂର୍ଣ୍ଣ ଭାଲିଆ ନାଳ ସାଜିଛି ମଲ୍ଲିପଶି-ସରମୁଣ୍ଡି ଗାଁର ଦୁଃଖ: ପୋଲ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି
ହାଟଡ଼ିହି(ଓ୍ବାଇ,ଏସଏସ) କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଅନ୍ତର୍ଗତ କେ.ବାଲିପାଳ ପଞ୍ଚାୟତଟି ସାଧାରଣତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ । ଏହି ପଞ୍ଚାୟତ ଅଧିନସ୍ଥ ୧ନଂ ୱାର୍ଡ଼ ମଲ୍ଲିପଶି
Read more


