ଘରେ କେହି ନଥିବା ବେଳେ ଚୋରି :ଥାନାରେ ଲିଖିତ ଅଭିଯୋଗ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଡେରିକି (ବାଲିଚନ୍ଦ୍ରପୁର)ଗ୍ରାମର ଉଗ୍ରେସନ ମହାନ୍ତିଙ୍କ ଘରେ କେହି ନଥିବା ବେଳେ ଚୋରି ଯାଇଥିବା ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

Read more

Advertisement

ଏବେ ଏବେ