ଅନଲାଇନ୍ ଗେମିଂ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚକୁ ସଫଳତା, ପଶ୍ଚିମବଙ୍ଗରୁ ତୃତୀୟ ଅଭିଯୁକ୍ତ ଗିରଫ

କଟକ, (ଓ୍ବାଇଏନଏସ) : ଅନଲାଇନ୍ ଗେମିଂ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚକୁ ସଫଳତା। ପଶ୍ଚିମବଙ୍ଗ ନଦିଆ ଜିଲ୍ଲାରୁ ତୃତୀୟ ଅଭିଯୁକ୍ତ ଗିରଫ। ପୂର୍ବରୁ ୨ ଜଣ ଗିରଫ ହୋଇଥିଲେ।

Read more

Advertisement

ଏବେ ଏବେ