ବୁଗୁଡାରେ “ଅପରେସନ ସିନ୍ଦୂର”ର ସଫଳତା ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା

ବୁଗୁଡା(ଅନୀଲ କୁମାର ମହାରଣା): “ଅପରେସନ ସିନ୍ଦୂର”ର ସଫଳତା ଉଦ୍ଦେଶ୍ୟରେ ପରାକ୍ରମ ତ୍ରିରଙ୍ଗା ଶୋଭାଯାତ୍ରା ମଇ ୨୦ ତାରିଖ ଦିନ ଗଞ୍ଜାମ ଜିଲ୍ଲାର ବୁଗୁଡା ସହରରେ ଅନୁଷ୍ଠିତ ହୋଇଯାଇଛି।

Read more

Advertisement

ଏବେ ଏବେ