ଭାରସାମ୍ୟ ହରାଇ ଗଛରେ ପିଟି ହେଲା ଟ୍ରକ, ଅଳ୍ପକେ ରକ୍ଷା ପାଇଲେ ଚାଳକ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଝୁମ୍ପୁରା ବ୍ଲକ ବଡଡୁମୁରିଆ ପଞ୍ଚାୟତ ର ଚକୁଳିଆ ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ବାଉଁଶ ଲଟାରେ ପଶି ଯାଇଥିବା ଦେଖିବାକୁ ମିଳିଛି।

Read more

Advertisement

ଏବେ ଏବେ