ଦରମା ଦେବା ପାଇଁ ନେଉଥିଲେ ୫୦୦୦ ଟଙ୍କା ଲାଞ୍ଚ, ପଞ୍ଚାୟତ ଅଧିକାରୀଙ୍କୁ ମାଡ଼ିବସିଲା ଭିଜିଲାନ୍ସ

କଟକ, (ଓ୍ବାଇଏନଏସ): କଟକର ଟାଙ୍ଗୀ-ଚୌଦ୍ୱାର ବ୍ଲକର ପଞ୍ଚାୟତ ଅଧିକାରୀ ଜଣେ ମେକାନିକ୍‌ଙ୍କ ଦରମା ଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ମାଡ଼ି ବସିଲା ଭିଜିଲାନ୍ସ।

Read more

Advertisement

ଏବେ ଏବେ