୨ଟି ବାଲି ବୋଝେଇ ହାଇୱାକୁ ଧରି ପୋଲିସର ଜିମା ଦେଲେ ଗ୍ରାମବାସୀ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ଅଲଣା-୨ରେ ଗୁରୁବାର ରାତିରେ ୨ଟି ବାଲି ବୋଝେଇ ହାଇୱାକୁ ଗ୍ରାମବାସୀ ଅଟକାଇ ପୋଲିସର ଜିମା ଦେଇଥିବା ଜଣାଯାଇଛି। ପ୍ରକାଶଯୋଗ୍ୟ

Read more

Advertisement

ଏବେ ଏବେ