ବରାଙ୍ଗ ସ୍କୁଲ ସମ୍ମୁଖରେ ଆଣ୍ଠୁଏ ପାଣି, ସ୍କୁଲକୁ ଯିବାରେ ବଞ୍ଚିତ ଛାତ୍ରଛାତ୍ରୀ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ସମଣା ପଞ୍ଚାୟତ ବରାଙ୍ଗ ସ୍କୁଲ ସମ୍ମୁଖରେ ଆଣ୍ଠୁଏ ପାଣି ଜମି ରହିଛି। ଫଳରେ ସ୍କୁଲକୁ ଯିବାରେ ଛାତ୍ରଛାତ୍ରୀ ମାନେ ବଞ୍ଚିତ ହେଉଛନ୍ତି।

Read more

Advertisement

ଏବେ ଏବେ