ସର୍ପାଘାତରେ ଯୁବକ ମୃତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗୋପାଳପୁର ଗ୍ରାମର ନବବିବାହିତ ଯୁବକ ମନ୍ମଥ କୁମାର ଭୁଁୟା (୨୮) ସାପ କାମୁଡା ରେ ମୃତ୍ୟୁବରଣ କରିଛନ୍ତି।

Read more

Advertisement

ଏବେ ଏବେ