ପ୍ରବନ୍ଧ ପ୍ରତିଯାେଗିତାରେ ମଉଳା ଭଣଜା କଲେଜର ତପସ୍ବିନୀ ଦ୍ୱିତୀୟ

ନାଉଗାଁ(ଓ୍ବାଇଏନଏସ) :“ବିକଶିତ ଭାରତ-୨୦୪୭ ଓ୧ ଭିଜନ ଓଡିଶା-୨୦୩୬” ଶୀଷର୍କ ସଂକ୍ରାନ୍ତୀୟ ଜିଲ୍ଲାସ୍ତରୀୟ ପ୍ରବନ୍ଧ ପ୍ରତେିଯାଗିତା ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଗଙ୍ଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱିତୀୟ ବଷର୍ର ଛାତ୍ରୀ ତପସ୍ୱିନୀ ପରିଡା ଏହି ପ୍ରତେିଯାଗିତୋର ଦ୍ୱିତୀୟ ସ୍ଥାନ ହାସଲ କରି ମାଧ୍ୟମିକ ବିଦ୍ୟାଳୟର ପାଇଁ ଗୌରବ ଆଣିଥିବାରୁ ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କମର୍ଚାରୀଙ୍କ ମହଲେର ଆନନ୍ଦ ଖେଳିଯାଇଛି। ବିଦ୍ୟାଳୟ ଅଧ୍ୟକ୍ଷ ଅଧିକାରୀ ଲେଙ୍କା, ଅଧ୍ୟାପକ ପ୍ରତାପ ମିଶ୍ର, ଅଧ୍ୟାପକ ଧେôରନ ପତି, ଅଧ୍ୟାପକ ହରି ପ୍ରସାଦ ପତି ପ୍ରମୁଖ ତପସ୍ୱିନୀଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉଦ୍ୟମ ଜାରୀ ରଖିବାକୁ ପରାମର୍ଶ ଦେଇଥେôଲ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ