ପ୍ରଯୁକ୍ତି ବିଦ୍ୟା ଓ ଯାନ୍ତ୍ରିକ ଅଭିକଳ୍ପ ପ୍ରଶିକ୍ଷଣ ଶିବିର

ବାଲେଶ୍ବର(ସରୋଜ ପଣ୍ଡା) :ବାଲେଶ୍ଵର ରାଣୀପାଟଣା ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ନବମ ଶ୍ରେଣୀ ର ଛାତ୍ର ଘାସିରାମ ମୁର୍ମୁ ଓ ଅଷ୍ଟମ ଶ୍ରେଣୀର ଛାତ୍ର ବଂଶୀଧର ଦାସ , ଶିକ୍ଷକ ସୁନୀଲ କୁମାର ବିଶ୍ବାଳ ବାଙ୍ଗାଲୋର ଠାରେ ଭିଜନ ଇମ୍ପାୱର୍ ଟ୍ରଷ୍ଟ ଦ୍ଵାରା ଆୟୋଜିତ ଗଣିତ , ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ଯାନ୍ତ୍ରିକ ଅଭିକଳ୍ପ ପ୍ରଶୀକ୍ଷଣ ଶିବିରରେ ଅଂଶଗ୍ରହଣ ନିମନ୍ତେ ବାଙ୍ଗାଲୋର ଗସ୍ତ କରିଛନ୍ତି। ଏହା ନଭେମ୍ବର ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନୁଷ୍ଠାନର ନିର୍ଦ୍ଦେଶକ  ଦିବାକର ସ କର୍ମଶାଳାରେ ସେମାନଙ୍କର ସଫଳତା ପାଇଁ ଜଗନ୍ନାଥଙ୍କ ପାଖରେ  କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ