ଇଶଳା ନିକଟରେ ଓଲଟିଲା ଟ୍ରାକ୍ଟର: ଅଳ୍ପକେ ବର୍ତିଲେ ଚାଳକ

ହାଟଡିହି (ବିକାଶ ବିଶ୍ବାଳ) ଅଣା – ସମଣା ରାସ୍ତାର ଏବେ ବେଆଇନ ବାଲି ପରିବହନ ହେଉଥିବାରୁ ଶହ ଶହ ଟ୍ରାକ୍ଟର ଦ୍ରୁତ ଗତିରେ ଯିବା ଆସିବା କରୁଥିବାରୁ ରାସ୍ତାଟି ବିପଦ ସଙ୍କୁଳ ହୋଇପଡିଛି। ଆଜି ଇଶଳା ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରାକ୍ଟର ଓଲଟି ପଡ଼ିଛି। ଚାଳକ ଜଣକ ଟ୍ରାକ୍ଟର ରୁ ଡେଇଁ ପଡ଼ି ଅଳ୍ପକେ ଏକ ବଡ ଦୁର୍ଘଟଣାରୁ  ବର୍ତି ଯାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ