ମହରମ ପର୍ବ ଉପଲକ୍ଷେ ବାଲେଶ୍ୱର ପୌରାଞ୍ଚଳରେ ଯାନବାହନ ଚଳାଚଳରେ କଟକଣା

ବାଲେଶ୍ୱର (ଓ୍ବାଇଏନଏସ): ଜିଲ୍ଲା ଗୁଇନ୍ଦା ବିଭାଗ ଚିଠି ସଂଖ୍ୟା ୪୦୮୮/ଆଇ.ବି ଅନୁଯାୟୀ ଆରକ୍ଷୀ ଅଧିକ୍ଷକ   ବାଲେଶ୍ୱରଙ୍କ ନିର୍ଦ୍ଧେଶ ଅନୁସାରେ ଏତଦ୍ୱାରା ବାଲେଶ୍ୱର ପୌରାଞ୍ଚଳର ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣେଇ ଦିଆଯାଉଅଛିକି ଆସନ୍ତା ମହରମ ପର୍ବକୁ ଦୃଷ୍ଟିରେ ରଖି ଚଳିତ ମାସ ତା: ୦୩,୦୪,୦୫,୦୭ ରିଖ ପାଳନ ପରିପ୍ରେକ୍ଷୀରେ ଆଖଡ଼ା/ତାଜିଆ,  ଶୋଭା ଯାତ୍ରା ପାଇଁ ସହରର ବିଭିନ୍ନ ରାସ୍ତା, ଗଳିଛକ – ନୁଣିଆ ଯୋଡ଼ି, ଫାଣ୍ଡି ଛକ, ଚିଡ଼ିଆ ପୋଲ, ସିନେମା ଛକ, ଟାଉନ ଥାନା ଛକ, ସୁଏଲପୁର, ମାଣିଖମ୍ବ,, ମଣ୍ଡଳ ବଜ଼ାର, ଟାଉନ ହଲ, ଗୋଳାପୋଖରୀ, ବଙ୍କା ଖଜୁରୀ, ହେମକାପଦା, ଗଡ଼ଗଡ଼ିଆ, ମଧ୍ୟରେ ସନ୍ଧ୍ୟା ଘ ୫ ଟିକା ଠାରୁ ଶୋଭାଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଯାନ ବାହନ ଏପରିକି ସାଇକଲ ଚଳାଚଳ ଉପରେ କଟକଣା ଜାରି କରାଯାଇଅଛି । ଏଣୁ ଜନସାଧାରଣଙ୍କୁ ପ୍ରଶାସନ ନିର୍ଦ୍ଧେଶନାମା ପାଳନ ଏବଂ ସହଯାଗ କରିବା ନିମନ୍ତେ ଅନୁରୋଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ