ପ୍ରାଣୀଧନ ନୀରିକ୍ଷକ କେନ୍ଦ୍ରରେ ବୃକ୍ଷରୋପଣ

ବନ୍ତ(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ଓଡଙ୍ଗସ୍ଥିତ ପ୍ରାଣୀଧନ ନୀରିକ୍ଷକ କେନ୍ଦ୍ରରେ ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଣୀଧନ ନୀରିକ୍ଷକ ପ୍ରିୟବ୍ରତ ରାଉତଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ପରିସରରେ ବିଭିନ୍ନ ପ୍ରକାରର କଲମି ଆମ୍ବ, ଲେମ୍ବୁ, ସପେଟା, ପଣସ ଆଦି ବିଭିନ୍ନ ଚାରା ରୋପଣ କରାଯାଇଥିଲା । ପରିବେଶ ସୁରକ୍ଷା ପାଇଁ ପ୍ରତିବର୍ଷ କେନ୍ଦ୍ର ପରିସରରେ ବୃକ୍ଷରୋପଣ ହେଉଥିବା ଶ୍ରୀ ରାଉତ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ