ଶାସଙ୍ଗରେ ଅନିମା ସୁବୁଦ୍ଧି ଙ୍କ ଶ୍ରଦ୍ଧାଞ୍ଜଳୀ ସଭା
ହାଟଡିହି (ଓ୍ବାଇଏନଏସ): ଶାସଙ୍ଗ ଗ୍ରାମର ମଧୁସୂଦନ ସୁବୁଦ୍ଧିଙ୍କ ଧର୍ମପତ୍ନୀ ତଥା ଜଣେ ଧର୍ମ ପରାୟଣା ମହିଳା ଭାବେ ପରିଚିତ ସ୍ଵର୍ଗତ ଅନିମା ସୁବୁଦ୍ଧିଙ୍କ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଖପାଖ ଅଞ୍ଚଳର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ଵର୍ଗତ ଅନିମା ସୁବୁଦ୍ଧିଙ୍କ ସ୍ମୃତିଚାରଣ କରିଥିଲେ। ମଧୁ ସୁଦନ ସୁବୁଦ୍ଧି, ତ୍ରିଲୋଚନ ସୁବୁଦ୍ଧି, କୈଳାଶ ସୁବୁଦ୍ଧି, ସଞ୍ଜୁଲତା ସୁବୁଦ୍ଧି, ରା଼ଞ୍ଜୁଲତା ସୁବୁଦ୍ଧି , ମଞ୍ଜୁଲତା ସୁବୁଦ୍ଧି, ଜୟନ୍ତୀ ସୁବୁଦ୍ଧି , ମାମୁନି ସୁବୁଦ୍ଧି, ଧନେଶ୍ୱର ସୁବୁଦ୍ଧି, ହାଡିବନ୍ଧୁ ସୁବୁଦ୍ଧି, ସର୍ବେଶ୍ୱର ସୁବୁଦ୍ଧି, ସତ୍ୟପ୍ରକାଶ ସୁବୁଦ୍ଧି , ଜୟପ୍ରକାଶ ସୁବୁଦ୍ଧି, ମନୋଜ ବାରିକ, ପ୍ରଶାନ୍ତ ବାରିକ, ସୁଧାଂଶୁ ବାରିକ, ସୁଶାନ୍ତ ବାରିକ, ଭାରଦ୍ୱାଜ ବାରିକ, ରୁଦ୍ର ନାରାୟଣ ବାରିଜ, ସୁବ୍ରତ ବାରିକ, ରଘୁନାଥ ବାରିକ, ହିମାଂଶୁ ବାରିକ, ମେଘନା ବାରିକ, ଶ୍ରୁତିଶ୍ରୀ ବାରିକ, ଲିଜାରାଣି ସୁବୁଦ୍ଧି, ରଶ୍ମିତା ସୁବୁଦ୍ଧି, ସିପୁନ ବାରିକ, ଦେବସ୍ମିତା ବାରିକ, ଅର୍ପିତା ବାରିକଙ୍କ ସମେତ ଅନେକ ଗ୍ରାମବାସୀ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।


