ଜିଲ୍ଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

କୋଣାର୍କ – (ଗଣେଶ ଚନ୍ଦ୍ର ବେହେରା) ଆଜି କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ଓ ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ଙ୍କ ନେତୃତ୍ବରେ କୋଣାର୍କ ୧୩ ଗୋଟି ୱାର୍ଡ଼ ର ନିର୍ବାଚିତ ପ୍ରତିନିଧି ଙ୍କ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ନୃତନ ଭାବେ ଯୋଗଦେଇଥିବା ପୁରୀ ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ ଭେଟି ସ୍ବାଗତ ଜଣାଇବା ସହ କୋଣାର୍କ ଅଞ୍ଚଳ ର ବିଭିନ୍ନ ସମସ୍ୟା ବିଷୟରେ ପୁଙ୍ଖାନପୁଙ୍ଖ ଆଲୋଚନା କରିବା ସହ କୋଣାର୍କ ର ଅନେକ ସମସ୍ୟା ଭିତ୍ତିକ ବିଷୟରେ ଅବଗତ କରାଇଥିଲେ । କୋଣାର୍କ ରେ ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ ଅଧା ରହିଅଛି ଓ କୋଣାର୍କ କୁ ଆସୁଥିବା ପର୍ଯ୍ୟଟକ ମାନେ କିପରି ଅନେକ ସୁବିଧା ପାଇ ପାରିବେ ଏହା ବିଷୟରେ ଆଲୋଚନା କରିଥିଲେ । ପ୍ରତିନିଧି ମାନଙ୍କ ର ଏହିପରି କାର୍ଯ୍ୟକୁ କୋଣାର୍କ ଅଞ୍ଚଳ ବାସି ଓ ବୁଦ୍ଧିଜୀବୀ ଙ୍କ ମହଲରେ ଭୂୟଂଶା ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ