ନୂତନ ବିଇଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ଏନ.ପି.ଏସ ପ୍ରାଥମିକ ଶିକ୍ଷକ ସଙ୍ଘ ର ଆବାହକ ରାଜକିଶୋର ସ୍ୱାଇଁଙ୍କର ନେତୃତ୍ୱରେ ସଙ୍ଘର କର୍ମକର୍ତା ମାନେ ଉପସ୍ଥିତ ହୋଇ ନୂତନ ବିଇଓ ରାଜିବ ଦଳେଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ସଂଘର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ। ଏହି ଅବସରରେ ବରିଷ୍ଠ ଶିକ୍ଷକ ପ୍ରଫୁଲ୍ଲ ମଣ୍ଡଳ , ସୁରେନ୍ଦ୍ରନାଥ ରାଉତ, ଅନିରୁଦ୍ଧ ବିଶ୍ୱାଳ, ସୁରେନ୍ଦ୍ର ନାୟକ, ଜ୍ଞାନ ରଞ୍ଜନ ବେହେରା, କ୍ଷେତ୍ରବାସୀ ମିଶ୍ର, ସୁଦର୍ଶନ ମୁଦୁଲି, ଭକ୍ତ ଜେନା, କେଶବ କର, ପ୍ରଦୀପ ଦେହୁରୀ, ଲକ୍ଷ୍ମଣ ମାଝୀ, ସୁଶାନ୍ତ ଜେନା, ସୁମନ୍ତ ନାୟକ, ସତ୍ୟ ଗିରି, ପ୍ରଭାକର ବେହେରା, ଲଳିତ ବିଶ୍ୱାଳ, ଶିବ ସେଠ୍ୟ,ପ୍ରଫୁଲ୍ଲ ସାହୁ,ପବିତ୍ର ବାରିକ, ବିଷ୍ଣୁ ସାହୁ, ତୁଷାର ନାୟକ, ଶ୍ରୀକାନ୍ତ ସେଠି ବିଜୟ ସାଙ୍କ ସମେତ ୫୦ରୁ ଉର୍ଦ୍ଧ ଶିକ୍ଷକ ଉପସ୍ଥିତ ଥିଲେ।