ଆମ ଜିଲ୍ଲା କଟକ ରାଜ୍ୟ ଯୁବକଙ୍କୁ ପଥରରେ ଛେଚି ନିର୍ମମ ହତ୍ୟା 11/01/2026 YWPSENU3 0 Comments Youth brutally stoned to death କଟକ, (ଓ୍ବାଇଏନଏସ) : କଟକରେ ହତ୍ୟାକାଣ୍ଡ। କଟକ ଖାନ୍ ନଗର ଅଞ୍ଚଳରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା । ରାସ୍ତା କଡ଼ରେ ପଡ଼ି ରହିଛି ମୃତଦେହ। ମୃତ ଯୁବକ ପୁରୀଘାଟ ଥାନା ଅଞ୍ଚଳର ହୋଇଥିବା ଜଣାପଡ଼ିଛି। ତେବେ କିଏ ଓ କାହିଁକି ଯୁବକଙ୍କୁ ହତ୍ୟା କରିଛି, ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରିନି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। Spread the love