ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ପ୍ରଥମ ଥର ପାଇଁ ହାୱାକ୍ସ ୱିଲ୍‌ କଇଁଛ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ଋଷିକୂଲ୍ୟା ମୁହାଣରେ ପ୍ରଥମ ଥର ପାଇଁ ଦେଖାଗଲା ବିରଳ ବହୁରୂପୀ କଇଁଛ ହାୱାକ୍ସ ୱିଲ୍‌ l ପ୍ରଥମ ଗଣଗଣଅଣ୍ଡାଦାନ ସବୁବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ, ଗତ ଦୁଇଦିନ ହେବ ପୁଣି ଆଶ୍ଚର୍ଯ୍ୟଜନକ ଭାବେ ଗଣଅଣ୍ଡା ଆରମ୍ବ ହୋଇଛି l.ସମସ୍ତ ପରିବେଶବିତଙ୍କୁ ଚାକିତ କରିଛି ପ୍ରଥମ ଥର ପାଇଁ ଋଷିକୂଲ୍ୟା ବେଳାଭୂମିକୁ ଆସି ଅଣ୍ଡା ଦାନକରିଛି ହାୱାକ୍ସ ୱିଲ୍‌ ସାମୁଦ୍ରିକ କଇଁଛ l୧୪୦ଟି ଅଣ୍ଡାଦାନ କରିଛି ହାୱାକ୍ସ ୱିଲ୍‌ ସାମୁଦ୍ରିକ କଇଁଛl. ଏହା ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ମେକ୍ସିକୋ, ଇଣ୍ଡୋନେସିଆରେ ଦେଖାଯାଏ l.-ପାଣିର ତ୍ରୀବ୍ରତାକୁ ଦେଖି ନିଜର ରଙ୍ଗ ବଦଳାଇଥାଏ ହାୱାକ୍ସ ୱିଲ୍‌ l ଋଷିକୂଲ୍ୟାରେ ଏହି କଇଁଛ ରଙ୍ଗକଲରରେ ଦେଖାଦେଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ