ବlଇଁଷିଆଗ୍ରାମରେ କୁସୁମେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମନ୍ତ୍ରୀଙ୍କ ଯୋଗଦାନ

ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗନ୍ଦିଆ ବ୍ଲକର ବାଇଁଶିଆ ଗ୍ରାମରେ ଅୟୋଜିତ ମା” କୁସୁମେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ମନ୍ତ୍ରୀ କୃଷ୍ଣଚନ୍ଦ୍ରପାତ୍ର ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଗନ୍ଦିଆ ବ୍ଲକର ଅଧ୍ୟକ୍ଷା ଶ୍ରୀମତୀ ରିନା ରାଣୀ ଖଟୁଆ,ବାଇଁସିଆ ଗ୍ରାମପଞ୍ଚାୟତର ସରପଞ୍ଚ ଅର୍ଣ୍ଣପୃନା ବେହେରା, ଢେଙ୍କାନାଳ ଜିଲ୍ଲାର ଯୁବ ମୋର୍ଚ୍ଚାର ସଭାପତି ଶ୍ରୀ ମହାଦୀପ ଯଶୋବନ୍ତ ମହିମା ଓ ଅନ୍ୟ ଅତିଥିଙ୍କ ସହ ଯୋଗଦେଇ ପିଲାଙ୍କୁ ଉତ୍ସାହ କରିଥିଲେ ସେ କହିଥିଲେ କ୍ରିକେଟକୁ ନେଇ ଆମ ଜିଲ୍ଲାରେ ଯୁବ ଗୋଷ୍ଠୀଙ୍କ ଭିତରେ ବଢୁଥିବା ଉତ୍ସାହକୁ ଦେଖି ମୁଁ ନିଶ୍ଚିତ ଆଶାବାଦୀ ଯେ ଆଗାମୀଦିନରେ ଆମ ଜିଲ୍ଲାରୁ ଆନ୍ତର୍ଜାତୀୟ ସ୍ତରରେ ଅତିଶୀଘ୍ର ଖେଳିବେ ତାହା ମୋର ଆଶା ଓ ବିଶ୍ବାସ। ଆଜିର ଫାଇନାଲ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଥିଲା। ଖେଳାଳିଙ୍କ ଖେଳୁଆଡ ମନୋଭାବକୁ ବୃଦ୍ଧି କରିବା ସହ ଆୟୋଜକଙ୍କୁ ସାଧୁବାଦ ଜ୍ଞାପନ କରୁଛି। ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ