ରମ୍ଭା ଥାନାରେ ଅଭାବୀୟ ଘଟଣା କନେଷ୍ଟବଲଙ୍କ ମାଡ଼ରେ ବୃଦ୍ଧଙ୍କ ହାତ ଭାଙ୍ଗିଲା !
ଗଞ୍ଜାମ, (ବିନୋଦ ପଲାଇ):କନେଷ୍ଟ ତିରୁପତି ବଲଙ୍କ ମାଡ଼ରେ ଜୈନିକ ବୃଦ୍ଧାଙ୍କ ହାତ ଭଙ୍ଗିଛି l ବୃଦ୍ଧଜଣଙ୍କ ହେଲେ ଗୋଲକ ବେହେରା (୬0), ତାଙ୍କ ଘର ଗଞ୍ଜାମ ବ୍ଳକ ଅନ୍ତର୍ଗତ ଗୌରାଙ୍ଗ ପାଟଣା l ସେ ଜଣେ ମାନସିକ ବିକୃତ ଅଟନ୍ତି l ଏହି ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରମ୍ଭା ଥାନାରେ l ବୃଦ୍ଧ ଜଣଙ୍କ ରମ୍ଭା ଥାନା ଅଖପାଖରେ ବୁଲିଥିବା ବେଳେ, ପ୍ରାୟ ସମୟ ରମ୍ଭା ଥାନା ପରିସରରେ ଥିବା ମନ୍ଦିର ଭିତରେ ରହିବା ସହ, ମନ୍ଦିର ସଫା କରିଥାଏ l ତାର ପୁଅ ମନେ ବାହାର ରାଜ୍ୟରେ କାମ କରିବାକୁ ଯାଇଥିବା ବେଳେ,ସ୍ତ୍ରୀ ନିଜ ବାପା ଘରେ ରହୁନ୍ତୁ, l ସେଦିନ ରମ୍ଭା ଥାନା ଭିତରକୁ ପଶିଯିବା ବେଳେ କନେଷ୍ଟବଲ ତିରୁପତି ଏହିଭଳି କାଣ୍ଡ ଘଟାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, ତାହା ଠାରୁ ଆଇଆଇସିଙ୍କ ନୀରବତା ସେତିକି ଚାକିତ କରିଛି lଗୋଲକଙ୍କ ହାତ ଭାଙ୍ଗି ପ୍ଲାଷ୍ଟର ହୋଇଥିବା ବେଳେ କେଶ ହୋଇନଥିବା ଜଣାପଡିଛି l ଉଭୟ ପକ୍ଷୟଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା l