ଅକ୍ଷୟ କୁମାର କରୋନା ପଜିଟିଭ

ମୁମ୍ୱାଇ (‌ୱାଇଏନ୍‌ଏସ୍‌): ବଲିଉଡକୁ ଅଭିନେତା ଅକ୍ଷୟ କୁମାର କରୋନା ପଜିଟିଭ ଚି‌ହ୍ନଟ ହୋଇଛ‌ନ୍ତି । ତାଙ୍କଠାରେ ଲକ୍ଷାଣ ଦେଖାଦେବାରୁ ସେ ନିଜର ଟେଷ୍ଟ କରାଇଥିଲେ । ଏବେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜ ଘରେ କ୍ୱାରେଣ୍ଟାଇନରେ ଥିବା ନେଇ ସୋସିଆଲ ମିଡିଆରେ ଜଣାଇଛନ୍ତି । ଏହାସହ ସେ ନିବେଦନ କରିଛନ୍ତି ଯେଉଁମାନେ ମୋ କଣ୍ଟାକ୍ଟରେ ଆସିଛନ୍ତି ସେମାନେ ନିଜର ଟେଷ୍ଟ କରାଇନିଅନ୍ତୁ । ମୁଁ ଖୁବଶୀଘ୍ର ସୁସ୍ଥ ହୋଇ ଆପଣଙ୍କ ନିକଟକୁ ଫେରିବି । ଅଯୋଧ୍ୟାରେ ଚାଲିଥିବା ଅକ୍ଷୟଙ୍କ ଅଭିନୀତ ଫିଲ୍ମ ରାମ ସେତୁର ସୁଟିଂ ସମୟରେ ସେ ଭାଇରସର ଶିକାର ହୋଇଥିଲେ । ସେଏହା ପୂର୍ବରୁ ରଣବୀର, ଆଲିଆ ଭଟ୍ଟ, କାର୍ତ୍ତିକ ଆୟାନ ଓ ଅନେକ ନାମିଦାମୀ ଷ୍ଟାର ସଂକ୍ରମଣର ଶିକାର ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ