ଅଜଗର ସାପ ଉଦ୍ଧାର

ଚିତ୍ରକୋଣ୍ଡା, (ଯୁଗାବ୍ଦ ନ୍ୟୁଜ):ଗତକାଲି ରାତିରେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଏକ ଦଶ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି। ଡାକ୍ତରଖାନାର ପରିଷର ମଧ୍ୟରେ ଡାକ୍ତର ସରକାରୀ ବାସଭବନରେ ପଶି ଯାଇଥିଲା।ଅଜଗର ସାପ ଟି ପଶିବା ଦେଖି ଡାକ୍ତର ଓ ମେଡିକାଲ କର୍ମଚାରୀ ହୋ-ହାଲ୍ଲା କରିଥିଲେ।ଚିତ୍ରକୋଣ୍ଡାର ସ୍ଥାନୀୟ ଦୁହେଁ ଯୁବକ ମାଧବ ଓ ମାନସ ସାପ ଟିକୁ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ