ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗ୍ରତ ଆଶ୍ରୟପୁର ଗାଁ ନିକଟରେ ଜାତୀୟ ରାଜପଥ ୩୨୬ ରାସ୍ତା ରେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକ ଙ୍କ ମୃତ ଘଟିଛି ଘଟଣା ସ୍ଥଳେ ଅଡବା ପୋଲିସ ପହଂଚି ତଦନ୍ତ ଜାରି ରଖିଛି ମୃତ ବ୍ୟକ୍ତି ଙ୍କ ପରିଚୟ ସାମୁଏଲ ଶବର ଗ୍ରାମ ଆଶ୍ରେୟପୁର ଜଣାପଡିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ