ଅନୁଗୁଳ ଆଖି ଖୋଳା ଘଟଣାର ଅନ୍ତ ଘଟିଲା

ଅନୁଗୁଳ , ୪ ବର୍ଷର ମୃତ ଶିଶୁ । ଶିଶୁର ୨ ଟି ଆଖି ମେଡିକାଲରୁ ଗାଏବ ହୋଇଯିବା ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବେଳେ ଓ ମେଡିକାଲ କର୍ତ୍ତୁପକ୍ଷ ମୁଷା ନେଇଥିବା ଅନୁମାନ କରୁଥିବା ବେଳେ ପୋଷ୍ଟ ମୋର୍ଟମ ରିପୋର୍ଟ ସମସ୍ତ କଳ୍ପନା ଜଳ୍ପନାର ଅନ୍ତଘଟାଇଛି । ସେଫ୍ଟିସେମିଆ ରୋଗ ଯୋଗୁୁଁ ଗୋଟିଏ ଆଖି ନଷ୍ଟ ହୋଇଥିବାବେଳେ ଆଉ ଗୋଟିଏ ଆଖି ଦୁର୍ଘଟଣାରେ ନଷ୍ଟ ହୋଇଥିବା କଥା ପୋଷ୍ଟ ମୋର୍ଟମ ରିପୋର୍ଟ ଦର୍ଶାଇଛି । ଜରପଡା ଥାନା କୁଶକିଳା ଗାଁର ଜମ୍ବେଶ୍ୱର ନାୟକଙ୍କ ଡାହାଣ ଆଖି ଚୋରି ହୋଇଥିବା ଅଭି ଯୋଗ ହୋଇଥିଲା । ସବୁ ଭାବନାର ଅନ୍ତ ଘଟାଇ ପୋଷ୍ଟ ମୋର୍ଟମ ରିପୋର୍ଟ ରୋଗ ପାଇଁ ନଷ୍ଟ ହୋଇଥିବା ସିଡିଏମଓ ପ୍ରତାପ କୁମାର ବେହେରା ପୋଷ୍ଟ ମୋର୍ଟମ ପରେ ଗଣମାଧ୍ୟମକୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ