ଅନ୍ତର୍ଜାତୀୟ ଦାନ-ପୂଣ୍ୟ ଦିବସ

‘ଜାତି ସଂଘ’ର ସାଧାରଣ ପରିଷଦର ଅନୁମୋଦନ କ୍ରମେ ୨୦୧୩ରୁ ପ୍ରତି ବର୍ଷ ସେପ୍ଟେମ୍ବର ୫ରେ ପାଳନ କରାଯାଉଛି । ‘ଅନ୍ତର୍ଜାତୀୟ’ ଦାନପୂଣ୍ୟ ଦିବସ’ ବା ‘ଇନଟରନାସନାଲ ଡେ ଅଫ୍ ଚାରିଟି’ ଏଥିନିମନ୍ତେ ପ୍ରଥମେ ହଙ୍ଗେରି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଭାରତ ସମେତ ମୋଟ ଚଉରାଳିଶଟି ରାଷ୍ଟ୍ର ଏହାକୁ ସମର୍ଥନ ଦେଇଥିଲେ । ଦାନ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ । ମଦର ଟେରେସାଙ୍କ ସମ୍ମାନର୍ଥେ ଏହି ଦିବସ ପାଳନ କରାଯାଉଛି । ୧୯୯୭ ସେପ୍ଟେମ୍ବର ଏହି ଦିନରେ ତାଙ୍କର ପରଲୋକ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ