ଅବକାରୀ ଚଢ଼ାଉ ୪ ଗିରଫ ୧୪୫ ଲିଟର ଦେଶୀ ମହୁଲି ମଦ ଜବତ

କରଞ୍ଜିଆ,( ଜିତେନ୍ଦ୍ର ରାଜ): କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ କରଞ୍ଜିଆ ଅବକାରୀ ଇନିସ୍ପେକ୍ଟର ସଞ୍ଜୟ କାଣ୍ଡି ଙ୍କ ନେତୃତ୍ୱ ରେ କରଞ୍ଜିଆ ବ୍ଲକ ଅନ୍ତର୍ଗତ ଅନନ୍ତ ସାହି ଠାରେ ଚଢ଼ାଉ କରାଯାଇ
ଚାରି ଜଣ ଦେଶୀ ମଦ ବିକ୍ରେତା ଙ୍କୁ ଗିରଫ କରାଯାଇଛି
ଗିରଫ ଅଭିଯୁକ୍ତ ମାନେ ହେଲେ ମାନୁ କିସ୍କୁ ତାଙ୍କ ନିକଟରୁ ୪୦ ଲିଟର ମହୁଲି , ନିମାୟୀ କିସ୍କୁ ତାଙ୍କ ନିକଟରୁ ୪୦ ଲିଟର ମହୁଲି, ରତନ ଟୁଡୁ ତାଙ୍କ ନିକଟରୁ ୨୫ ଲିଟର ମହୁଲି , ପେମା କିସ୍କୁ ତାଙ୍କ ନିକଟରୁ ୪୦ ଲିଟର ମହୁଲି ମଦ ଜବତ ସହିତ ୪ ଗିରଫ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଥାନା ଓଆଇସି ରଶ୍ମିରଂଜନ ନାୟକ ପ୍ରକାଶ କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ