ଅବକାରୀ ବିଭାଗ ପକ୍ଷରୁ ଚଢାଉ ସାଢେ ୪କିଗ୍ରା ଗଞ୍ଜେଇ ଜବତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ଅବକାରୀ ବିଭାଗ ନିର୍ଦେଶକ୍ରମେ ଏକ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀଙ୍କ ସମେତ ଆଳି ଅବକାରୀ ବିଭାଗର ଭାରପ୍ରାପ୍ତ ଅଧିକାରୀ ଆର୍ଯ୍ୟ ପ୍ରତିକ ମଙ୍ଗରାଜ ଓ ଏ.ଏସ.ଆଇ. ସୁନିଲ ମିଶ୍ର ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ଗ୍ରାମର ମନୋରମା ଦାସ(୬୦)ଙ୍କ ଘରେ ଚଢାଉ କରି ସାଢେ ୪କିଲୋଗ୍ରାମ ଗଞ୍ଜେଇ ଜବତ କରିବା ସହିତ ମନୋରମାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ