ଅଭିନେତା ସୁନିଲ ନାୟକଙ୍କ ପରଲୋକ

ଚଳଚ୍ଚିତ୍ର ଦୁନିଆର କମେଡି ,ଧାରାବାହିକ ,ସନେ ଅଭିନେତା ସୁନିଲ ନାୟକଙ୍କ ହୃଦଘାତରେ ପରଲୋକ ଘଟିଛି । ୪୯ ବର୍ଷରେ ସେ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର କମେଡି ଧାରାବାହିକରେ ସୁଟିଂ ଚାଲିଥିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ୍ୁ ସଂଙ୍ଗେ ସଂଙ୍ଗେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଡାକ୍ରର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି କମେଡିଆନଙ୍କର ମୃତ୍ୟୁ ପରେ ଚଳଚ୍ଚିତ୍ର ଓ କମେଡି ରେ ଅଭିନରେ ଦୁଖ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ