ଅଭିନୟ ଜଗତ ଦ୍ୱାରା ବିଶ୍ୱ ନାଟ୍ୟ ଦିବସ ପାଳିତ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ ) : ବ୍ରହ୍ମପୁର ସ୍ଥିତ ସହୀଦ ନଗର କମ୍ୟୁନିଷ୍ଟ ହଲ ଠାରେ ସାଂସ୍କୃତିକ ପତ୍ରିକା ଅଭିନୟ ଜଗତ ତରଫରୁ ବିଶ୍ୱ ନାଟ୍ୟଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନାଟ୍ୟକାର ରମେଶ ମହାରଣା , ବରିଷ୍ଠ ନାଟ୍ୟନିର୍ଦେଶକ ରାଜୁପାଢୀ , ନାଟ୍ୟକାର ରମେଶ ମହାରଣା , ଅଭିନେତା ତିରୁପତି ସାହୁ , ସଂଗଠକ ଅରୁଣ କୁମାର ଶତପଥି , ସମ୍ଭର୍ଦ୍ଧନା କରାଯାଇଥିଲା ।ଶେଷରେ ଏକଲବ୍ୟ ନୃତ୍ୟ ଅନୁଷ୍ଠାନ ତରଫରୁ ନୃତ୍ୟ ପରିବେଷଣ କରାଯାଇଥିଲା ।