ଅମାନିୟା ଙ୍କୁ ମନାଈ କାନ୍ଦିଲେ ତହସିଲଦାର
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ୩୯ପଞ୍ଚାୟତ ଏଠି କାର ଲୋକେ ମୋହନା ଉପରେ ନିର୍ଭୟ କରନ୍ତି କିନ୍ତୁ ଲୋକେ ମାନୁ ନାହାନ୍ତି ନିୟମ କୁ ବହୁ ବୁଝେଇଲେ ଲୋକେ ଶୁଣୁ ନାହାନ୍ତି ଆଜି କରୋନା ତାର କାୟା ବିସ୍ତାର କରି ମୋହନା ଅଞ୍ଚଳରେ ପହଞ୍ଚିଲା ପ୍ରତ୍ୟକ ଦୋକାନ ରେ ଭିଡ଼ ମାକ୍ସ ପିନ୍ଧୁନାହଁନ୍ତି ଲୋକେ ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି ଏହାକୁ ଦେଖି ଜିଲ୍ଲା ପାଳ ଅନୁପମ ଶାହାଙ୍କ ନେତୃତ୍ୱର ମୋହନାକୁ ୪ଦିନ ପାଇଁ ସଟ୍ଡ଼ାଉନ ଘୋଷଣା କରିଛନ୍ତି ପ୍ରଥମ ଦିନ ରେ ପୋଲିସ ପେଟ୍ରୋଲିଙ୍ଗ କରି ଗାଡ଼ି ଯାଞ୍ଚ କରିବା ସହ ବଜାରକୁ ବନ୍ଦ କରିଛନ୍ତି ଚାରି ଆଡ଼େ ସୁନସାନ ଦେଖାଯାଉଛି ଲୋକ ଙ୍କୁ ବଝାଇ ହାରି ଗଲି କିନ୍ତୁ ଲୋକେ ବୁଝୁନାହାନ୍ତି କହି କାନ୍ଦିଲେ ତହସିଲ ଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀ ଯଦି ଜଣେ କରୋନାଯୁଦ୍ଧା ଆଖିରୁ ଲୁହ ଝରୁଚି ତାମାନେ ଅଞ୍ଚଳ ରେ ଯଦି ସୁରକ୍ଷିତ ନ ରହିବେ ଲୋକ ବିପଦ ରେ ପଡିବେ ମୋହନା ବାସୀ ସମସ୍ତଙ୍କୁ ଘରେ ରହିବା ପାଇଁ ଅନୁରଧ କରିଛନ୍ତି ବୁଦ୍ଧି ଯିବି, ଯୁବକ ସଙ୍ଘ ସଭାପତି ବିଟୁ ପାତ୍ର, ଜିତେନ୍ଦ୍ର ବେହେରା


