ଅଲଣାହାଟ ହାଇସ୍କୁଲ ୧୯୯୫ ବ୍ୟାଚର ବନ୍ଧୁମିଳନ ଉତ୍ସବ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ହାଇସ୍କୁଲର ୧୯୯୫ ବ୍ୟାଚର ବନ୍ଧୁମିଳନ ଉତ୍ସବ ସ୍ଥାନୀୟ ନକଚଣ୍ଡୀ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍କୁଲର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପଣ୍ଡିତ ଗୋବିନ୍ଦ ଚନ୍ଦ୍ର ମିଶ୍ର, ପ୍ରଧାନ ଶିକ୍ଷକ କଳ୍ପତରୁ ସ୍ୱାଇଁ, ଶିକ୍ଷକ ରବିନ୍ଦ୍ରନାଥ ରାଉତରାୟ, ବଂଶୀଧର ବେହେରା, ଉଲ୍ଲାସ ଚନ୍ଦ୍ର ରାୟ, ରମେଶ ଚନ୍ଦ୍ର ଷଡଙ୍ଗୀ, ସୂର୍ଯ୍ୟ ମହାନ୍ତି, ଶାନ୍ତିଲତା ଲେଙ୍କା, ଲୀଳାବତୀ ରାୟ, ଅମୂଲ୍ୟ ମିଶ୍ର ଆଦି ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବକୁ ପୁରାତନ ଛାତ୍ର ପତିତପାବନ ଦାସ, ଦେବେନ୍ଦ୍ର ପଟ୍ଟନାୟକ, ଶୁଭେନ୍ଦୁ ପଟ୍ଟନାୟକ, ଅଶୋକ ରାୟ, ତାପସ ସାହୁ, ପ୍ରଶାନ୍ତ ବେହେରା, ବାବୁଲି ସାହୁ, ପ୍ରଭାସ ମହାନ୍ତି, ହେମନ୍ତ ପରିଡା, ନିରଂଜନ ମହାରଣା, ବବିତା ପଟ୍ଟନାୟକ, ମଧୁସ୍ମିତା ପାଢୀ, ଅଶୋକ ସାହୁ, ବିଜନ ବାସିନୀ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ