ଆଇନ ଶୃଙ୍ଖଳା କୁ ନେଇ ତାତିଲେ ବିରୋଧୀ ବିଧାନସଭା ରେ କଲେ ହଙ୍ଗାମା

(ଯୁଗାବ୍ଦ ନ୍ୟୁଜ )ରାଜ୍ୟରେ ବଢି ଚାଲିଛି ଅପରାଧ, ଅପରାଧୀ ମାନେ ସରକାରଙ୍କ ଛତ୍ରଛାୟା ତଳେ ବୁଲୁଛନ୍ତି ରାଜ୍ୟରେ ଆଇନ କାନୁନ ବୋଲି କିଛି ନାହିଁ । ଆଉ ଦିନ ଦିପହରରେ ଅପରାଧୀ ମାନେ ଗୋଡାଇ ଗୋଡାଇ ହତ୍ୟା କରୁଛନ୍ତି । ଚୋରୀ, ଦୁର୍ଷ୍କମ , ଡକାୟତି ରାଜ୍ୟ ରେ କାୟା ବିସ୍ତାର କରିସାରିଲାଣି । ଏହି ସବୁ ବିଷୟ ଉପରେ ଗୃହରେ ବିବୃତି ରଖନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଭଳି ଏକ ଦାବି କରିଛନ୍ତି ବିରେଧୀ କଂଗ୍ରେସ ଓ ବିଜେପି ର ସଦସ୍ୟ ମାନେ । ଏହି ଭଳି ଏକ ସ୍ପର୍ଶକାତର ବିଷୟ କୁ ନେଇ ଗୃହରେ ହଙ୍ଗମା କରିଛନ୍ତି ବିରୋଧୀ । ସରକାର ଯେ ପର୍ଯ୍ୟନ୍ତ ଏହା ଉପରେ ବିବୃତି ରଖିନାହାଁନ୍ତି ଗୃହ କୁ ଚଲାଇ ଦିଆଯିବ ନାହିଁ ବୋଲି କହିଛନ୍ତି ବିରୋଧୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ