ଆଇ ଲଭ ଜୟପୁର ଲୋଗ ଲୋକାର୍ପଣ କଲେ ବିଧାୟକ

ଜୟପୁର, (ୱାଇଏନ୍ଏସ୍): ଜୟପୁର ଗୁପ୍ତେଶ୍ୱର କମ୍ପେକ୍ସ ପରିସରରେ ଆଜି ମୋ ଖତ ରି ବିକ୍ରୟର ଆରମ୍ଭ ହୋଇଛି । ଏନେଇ ଜୟପୁର ସଚେତନ କରିବା ସହ ଲୋକଙ୍କୁ ଜଣାଇବା ପାଇଁ ପୌରପରିଷଦ ତରଫରୁ ଏକ ଅଭିନବ ପ୍ରାୟଶ କରାଯାଇଛି । ଏହି ଅବସରରେ ଆଇ ଲଭ ଜୟପୁର ଲୋଗକୁ ଲୋକାର୍ପଣ କରିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି । ଏନେଇ ଏକ ବୈଠକ କରାଯାଇଥିଲା । ଜୟପୁର ପୌରାଞ୍ଚଳର ଗୃହ ଏବଂ ସହରରରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତ ନେଇ ମାଇକ୍ରୋକମ୍ପୋଷ୍ଟିଂ ସେଣ୍ଟର (ଏମସିସି) ନିର୍ମାଣ ହୋଇଛି । ସହରର ଘର ଦୋକାନ, ହୋଟେଲ ଏବଂ ବାଜାରରୁ ସ୍ୱଛ ଶବାରି ବେଟେରି ଚାଳିତ ଗାଡି ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁ ସଂଗ୍ରହ କରି ଉକ୍ତ ଏମସିସି କୁ ନେଉଛି । ଏହା ପ୍ଲାଣ୍ଟରେ ଖତ ପ୍ରସୁତ କରାଯାଉଛି । ଏହି ଖତ କୁ ଚାଷ ଓ ଗଛ ଲଗାିବା ପାଇଁ ବିକ୍ରି କରାଯାଉଛି । ଏହି ପ୍ଲାଟରେ ସେଏସଜି ମହିଳା ମାନଙ୍କୁ ନିଯୁକ୍ତି କରାଯାଉଛି । ଏହି ପ୍ଲାଣ୍ଟ ୭୨ ଲକ୍ଷ ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି । ଆଜି ଏହି ଖତ କୁ କିଲୋ ୨୦ ଟଙ୍କା ଦରେ ବକ୍ରି କରାଯାଉଥିବା ବେଳେ ଜୟପୁର ଡିଏଫଓ ସିଂ ପ୍ରଥମ ଗ୍ରହାକ ରୁପେ ୧ଟନ ଖତ କ୍ରୟ କରିଥିଲେ । ୨୦୨୦ ର ବିକାଶ ର ଚିତ୍ର ନେଇ ଏକ ଟେଲି ଫିଲମ ଓ ସହର ବାସିଙ୍କ ସେଚନତ ନେଇ ୩ଟି ଗିତ ମଧ୍ୟ କରାଯାଇଛି । ବୈଠକରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପିତ ମୁଖୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜୟପୁର ଉପ ଜିଲାପାଳ ତଥା କାଯ୍ୟନିବାହି ଅଧିକାରି ହେବାନ୍ତ ସାୟ ପରିଚଳନା କରିଥିବା ବେଲେ ପିଡି ଡିଆରଡିଏ ପ୍ରବିର ନାୟକ, ସ୍ୱାସ୍ଥ୍ୟ ଅଧିକାରି ଅରୁଣ ପାଢୀ ଡିଏଫଓ ଏମ.ଏସ.ଟି.ପି ସିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ଉପ ଜିଲାପାଳ ସାୟ ଗତ ୨୦୨୦ ରି ଜୟପୁର ର ବିକାଶ ଚିତ୍ର ଉପରେ ଲୋକଙ୍କୁ ସୁଚନା ଦେଇଥିଲେ । ୨୦ଟି ପରିଚୟ ଗୃହ ୨ଏମସିସି, ୬ଟି ପାର୍କ, ୪ ଟକିଆ ଯାନ ପାର୍କିଂ, ଗୋଟିଏ ଏସି ଆହାର କେନ୍ଦ୍ର, ୨୦ଟି ସ୍ୱଛ ଶବାରିର ଲୋକାର୍ପଣ, ୧୦୪୦ ପ୍ରଧାନମନ୍ତ୍ରୀ ଆବାସ ଘର ନିର୍ମାଣ ହୋଇଛି । ରାସ୍ତା , ନାଳ ନିର୍ମାଣ ଟେଣ୍ଡର ବାହାରିବା ରେ ହାଇକୋର୍ଟ ରେ ମାମଲା ହୋଇଥିବାରୁ ତାହା ପାରି ନତିଲା । ସେହି ମାମଲା ଉଠିଯାଇଛି । ଆସନ୍ତା ୨୦୨୧ ମିସାହାରେ ୩୦ କିମି ରାସ୍ତା ଓ ନାଳ ନିର୍ମାଣ ହେବା ସହ ବିଧାୟକ ତାରା ବାହିନିପତି ଙ୍କ ଉଦ୍ୟମରେ ଜଗନ୍ନାଥ ସାଗର, ନିଳକଣ୍ଟ ସାଗର, ଗୋବଦ୍ଧନ ମୁଣ୍ଡା ସାଗର ଓ ଖଜୁରି ବନ୍ଦର ବିକାଶ ହେବାକୁ ଯାଉଛି । ହୋ ସହ କୋଭିଡ ମୁକାବିଲା ମଧ୍ୟ ସୁଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ