ଆଉ ଜଣେ ଓଡ଼ିଆଙ୍କୁ ମିଳିଲା ଗୁରୁତ୍ବପୂର୍ଣ୍ଣ ପଦବୀ

ନୂଆଦିଲ୍ଲୀ :- ବରିଷ୍ଠ ଓଡ଼ିଆ ଆଇଏଏସ ଅଫିସର ଦେବାଶିଷ ପଣ୍ଡା କେନ୍ଦ୍ର ଅର୍ଥ ମନ୍ତ୍ରାଳୟରେ ଆର୍ଥିକ ସେବା ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ପଣ୍ଡା ୧୯୮୭ ବ୍ୟାଚ ଉତ୍ତର ପ୍ରଦେଶ କ୍ୟାଡର ଆଇଏଏସ ଅଧିକାରୀ। ଏବେ ସେ ଅର୍ଥ ମନ୍ତ୍ରାଳୟର ଆର୍ଥିକ ସେବା ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି। ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଶ୍ରୀ ପଣ୍ଡାଙ୍କ ନୂତନ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ