ଆଚଂଳିକ ପରିବହନ କାର୍ଯ୍ୟାଳୟରେ ସ୍ୱଛ ଭାରତ ଅଭିଯାନ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌):କେନ୍ଦ୍ରାପଡା ଆଚଂଳିକ ପରିବହନ କାର୍ଯ୍ୟାଳୟରେ ରବିବାର ସକାଳେ ସ୍ୱଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟ କରାଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ଯୋଗଦେଇ ନିଜେ ଆଚଂଳିକ ପରିବହନ କାର୍ଯ୍ୟାଳୟ ପରିସରକୁ ସଫେଇ କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଆଚଂଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ,ଅତିରିକ୍ତ ଆଚଂଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ସେନାପତି,ନିର୍ମଳ କୁମାର ଦାସ,କମଳଲୋଚନ ଦାସ ପ୍ରମୁଖ ସମସ୍ତ କର୍ମଚାରୀ ଯୋଗଦେଇ କାର୍ଯ୍ୟାଳୟ ପରିସରକୁ ସଫେଇ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ