ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ- ଅଶୁଭଚନ୍ଦ୍ର ଗତିଶୀଳ ହେତୁ ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ଋଣକରିବାର ର୍ଦୁଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ, ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।
ବୃଷ – ଶୁଭଚନ୍ଦ୍ରଙ୍କର ଶୁଭଦୃଷ୍ଟି ବଳରେ ସମୟ ସୁଖ ଓ ଶାନ୍ତିରେ ଅତିବାହିତ କରିବେ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇବେ, ସାଂସାରିକ ଓ ପ୍ରେମମୟ ଜୀବନ ଖୁସିରେ ଅତିବାହିତ ହେବ, ମାତ୍ର ଘାତବାର ହେତୁ ଶୁଭକର୍ମ ବର୍ଜନିୟ ।
ମିଥୁନ- ଶୁଭ ଚନ୍ଦ୍ରର ଶୁଭଦୃଷ୍ଟି ବଳରେ ସମସ୍ତ ଦିଗରୁ ସୁଖବର ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସ୍ୱଚ୍ଛଳ ହେବ, ପାରିବାରିକ ଶାନ୍ତି ମିଳିବ, ଛାତ୍ରଛାତ୍ରୀମାନେ ଖୁବ୍ ଭଲରେ ସମସ୍ତ କାର୍ଯ୍ୟ ସମାପନ କରିବେ ।
କର୍କଟ- ଶୁଭଚନ୍ଦ୍ର ଶୁଭଦୃଷ୍ଟି ବଳରେ ଦିନଟି ଶୁଭରେ କଟିବ, ନୂତନ ଯୋଜନାରେ ସଫଳ ହେେ.ଆର୍ଥିକ ଉନ୍ନତି ପରଲକ୍ଷିତ ହେବ, ମାନ ସମ୍ମାନ ପାଇବେ ।
ସିହଂ – ଅଶୁଭ ଚନ୍ଦ୍ର ଚଳନ ହେତୁ ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି କର୍ମ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅଯଥା ଖର୍ଚ୍ଚ ବଢିବ । ମହିଳା ଓ ଛାତ୍ରଛାତ୍ରୀମାନେ ମନମୁତାବକ ଫଳ ପାଇବେ ନାହିଁ । ପ୍ରତୀକାର – ସମାଜରେ ଅଣଦେଖା ପିଲାଙ୍କୁ ପାଠ୍ୟ ଉପକରଣ ଦେବେ ।
କନ୍ୟା – ଶୁଭଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ, ନିଜର ଜିବନସାଥି ସହ ଦୂର ସ୍ଥାନକୁ ଭ୍ରମଣର ଯୋଜନା କରିବେ, ନୁତନ ଯାନବାହାନ କ୍ରୟ କରିବେ, ଗୁରୁଜନଙ୍କର ଆର୍ଶୀବାଦ ଆଜି ପ୍ରସାଦ ସଦୃସ କାମ କରିବ ।
ତୁଳା – ଶୁଭଚନ୍ଦ୍ର ପ୍ରଭାବରେ ବ୍ୟବସାୟିମାନେ ଶୁଭ ଫଳ ପାଇବେ, ରାଜନୈତିକ ବ୍ୟକ୍ତିବିଶେଷ ସଫଳତାର ମଜା ନେବେ, ନୂତନ ଦ୍ରବ୍ୟ କ୍ରୟ କରିବେ, ନୂତନ ଯୋଜନାରେ ସଫଳ ହେବେ.ଆର୍ଥିକ ଉନ୍ନତି ପରଲକ୍ଷିତ ହେବ ।
ବିଛା – ଶୁଭଚନ୍ଦ୍ର ଫଳରେ ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
ଧନୁ – ଅଶୁଭ ଚନ୍ଦ୍ରଙ୍କର ପ୍ରଭାବରେ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଅନୁଭବ କରିବେ, ବ୍ୟୟାଧିକ ପରିବେଷ ମନୋବଳକୁ ଦୁର୍ବଳ କରିଦେବ, ମାତ୍ର ଗୃହପାଇଁ ନୁତନ ଦ୍ରବ୍ୟ କ୍ରୟ କରିପାରନ୍ତି, ରାଜନୈତିକ କ୍ଷେତ୍ରରେ ଜନ ସମ୍ପର୍କ ବଢିବ ।
ମକର- ଶୁଭଚନ୍ଦ୍ର ଫଳରେ ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।
କୁମ୍ଭ – ଶୁଭଚନ୍ଦ୍ରଙ୍କର ଶୁଭାର୍ଶୀବାଦରେ ଦିନଟି ବିଳାସ ବେସନରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଦୂର ଯାତ୍ରା ନିଜର ପତ୍ନୀ ସହ କରିବେ, ଦେହ ମନ ଭଲ ରହିବ, ଆୟ ବୃଦ୍ଧି ହେବ, ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସୁଯୋଗର ହାତ ବଢିବ ।
ମୀନ – ଶୁଭ ଚନ୍ଦ୍ରଙ୍କର ଶୁଭଦୃଷ୍ଟି ରହିବ ଫଳରେ ନିଜର ଲୋକମାନଙ୍କ ଗହଣରେ ଆନନ୍ଦରେ କଟିବ । ଧାର୍ମୀକ ପରିବେଷ ମନକୁ ଶାନ୍ତି ପ୍ରଦାନ କରିବ ଶୂଭ ଫଳ ମିଳିବ, ସରକାରି ଚାକିରିଆ ମାନେ କୌଣସି ଆର୍ଥୀକ ଲାଭ ପ୍ରାପ୍ତି ହେବେ ।

GARGA JYOTISH
A RESEARCH UNIT OF ADVANCED APPLIED ASTROLOGY
Plot No.S-3/309, Niladrivihar, Near Sector-3 SatyaSai Mandir, Bhubaneswar-751021
Mob: 9438389039, 9861970730, Email: gargajyotish@gmail.com
ASTROLOGER AT CHANDRASEKHARPUR ON JUST DIAL & SULEKHA.COM & YOUTUBE
VISIT WEBSITE: WWW.GARGAJYOTISH.COM, PANDITSRIPATIACHARYA.COM
TV ASTROLOGER – DIFFERENT ODIYA TV CHANNELS
( Aways Love All…Serve All…Hurt Never…Help Ever…Jay Jagannath )