ଆଜି ଆସ୍ଥା ଭୋଟ ଲଢିବେ କୁମାର ସ୍ୱାମୀ 

(ଯୁଗାବ୍ଦ ନ୍ୟୁଜ) କର୍ଣ୍ଣାଟକ ରେ ଚାଲିଛି ରାଜତିନୈକ ଡ୍ରାମା । ଏହି ଜ୍ରାମା ର ଆଜି ପୂର୍ଣ୍ଣଚ୍ଚେଦ ପଡିବ ବୋଲି ଆଶା କରାଯାଉଛି । କୁମାର ସ୍ୱାମୀ ଙ୍କ ନେଡୃତ୍ୱଧୀନ କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାର ଆଜି ବିଧାନସଭା ରେ ଆସ୍ଥା ଭୋଟ ଲଢିବେ । ଏହା ପରେ ମେଣ୍ଟସରକାର ରହିବ କି ଭାଙ୍ଗିବ ଜଣାପଡିବ । ବିଜେପି ରାଜ୍ୟ ରେ ସରକାର ଗଠନ କରିବ କି ନାହିଁ ତାହା ଆସ୍ଥା ଭୋଟ ପରେ ସ୍ପଷ୍ଟ ହୋଇଯିବ । ଆଜି ସୁପ୍ରିମ କୋର୍ଟ ରେ ମାମଲା ର ଶୁଣାଣି ରହିଥିବା ବେଳେ ସେପଟେ ବିଦ୍ରୋହୀ ବିଧାୟକ ମାନଙ୍କୁ ମନାଇବାକୁ କଂଗ୍ରେସ ଜୋରଦାର ଉଦ୍ୟମ କରୁଛି । ଏବଂ ସ୍ଥିତି ଉପରେ ନଜର ପକାଇଲେ ଇସ୍ଥଫା ଦେଇଥିବା ୧୬ ବିଧାୟକ ଙ୍କ ବୟାନ ଆଜି ସାମ୍ନା କୁ ଆସିଛି । ସେମାନେ କହିଛନ୍ତି ମେଣ୍ଟସରକାର ଙ୍କୁ ଉଚିତ ଶିକ୍ଷା ଦେବାପାଇଁ ଚାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ