ଆଇଏମଏଫ ର ନିର୍ଦ୍ଦେଶକ ହେବେ ରଘୁରାମ ରାଜନ

(ଯୁଗାବ୍ଦ ନ୍ୟୁଜ) ଭାରତୀୟ ରିର୍ଜଭ ବ୍ୟାଙ୍କ ର ପୂର୍ବତନ ଗଭର୍ଣ୍ଣର ତଥା ଚିକାଗୋ ବିଶ୍ୱବିଦ୍ୟାଳୟ ର ପ୍ରାଧ୍ୟପକ ରଘୁରାମ ରାଜନ ଏବେ ଅନ୍ତଃରାଷ୍ଟ୍ରୀୟ ମୁଦ୍ରାକୋଷ(ଆଇଏମଏଫ)ର ନୂତନ ମ୍ୟାନେଜିଂ ଡାୟରେକ୍ଟର ହୋଇପାରନ୍ତି ବୋଲି ଚର୍ଚ୍ଚା ଧରିଛି । ସୂଚନାଯୋଗ୍ୟ ଯେ, ଏହି ଦୌଡରେ ରାଜନଙ୍କ ବ୍ୟତୀତ ବ୍ୟାଙ୍କ ଅଫ୍ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ନୀ, ଡେଭିଡ୍ କୈମରୁନ ସରକାର ସମୟରେ ଚାନସେଲର ରହିସାରିଥିବା ଜର୍ଜ ଓସବୋର୍ନ ଏବଂ ନେଦରଲାଣ୍ଡର ପୂର୍ବତନ ଅର୍ଥ ମନ୍ତ୍ରୀ ଜେରୋଇନ୍ ଡିଜସ୍ସେଲବ୍ଲୋଏମଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି । ଇଂଲଣ୍ଡର ଖବର କାଗଜ ସଣ୍ଡେ ଟାଇମ୍ସ ଅନୁଯାୟୀ ୫୩ ରାଜନ୍ ଏହି ଦୌଡରେ ସବୁଠାରୁ ଆଗରେ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ